Pratidin TV

Odisha's Digital News Platform

(ଭିଡିଓ)ତାତୁଛି ଓଲିଉଡ୍ : ଦମନ୍ , ପ୍ରତୀକ୍ଷାକୁ କାଟିଲା ମନସ୍କ ..

1 min read

ଭୁବନେଶ୍ୱର : ଓଲିଉଡ୍‌କୁ ଘାରିଛି ଭଲ କଣ୍ଟେଣ୍ଟ ନିସା । ବର୍ତ୍ତମାନ ଦମନ ,ପ୍ରତୀକ୍ଷା ପରେ ମନସ୍କ ମଧ୍ୟ ଓଡିଆ ଦର୍ଶକମାନଙ୍କୁ ବହୂଲ ମାତ୍ରାରେ ପ୍ରଭାବିତ କରିପାରିଛି । କିଛି ବାସ୍ତବ କାହାଣୀକୁ ନେଇ ବର୍ତ୍ଥମାନ ମାତିଛନ୍ତି ଓଡିଆ ନିର୍ଦ୍ଦେଶକ । ବଲିଉଡ୍ ଏବଂ ହଲିଉଡ୍‌ର ଟ୍ରେଣ୍ଡ ଭିତରେ ଓଡିଆ ସିନେମାକୁ ଘାରିଥିଲା ପରଦାର ଭୟ । କିନ୍ତୁ ବର୍ତ୍ତମାନ କିଚିଟା ଓଡିଆ ଫିଲ୍ମ ପୁଣି ଜୀବନ୍ତ କରିଦେଇଛି ମଲା ପଡିଥିବା ଓଡିଆ ଇଣ୍ଡଷ୍ଟ୍ରିକୁ । ପ୍ରତୀକ୍ଷା,ଦମନ୍ ,ପ୍ରସ୍ତାନମ ସହ ଲୋକମାନଙ୍କୁ ପ୍ରଭାବିତ କରିପାରିଛି ମନସ୍କ । ଦେଖନ୍ତୁ କଣ କହିଲେ କୁନା ତ୍ରୀପାଠୀ ..

Advertisement

Leave a Reply

Your email address will not be published. Required fields are marked *