ମମତାଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଆଗ ଝିଅକୁ ନ୍ୟାୟ ଦିଅ ତାପରେ ….
1 min readମମତାଙ୍କୁ ମୁହଁରୁ ଓଡିଶା ବିରୋଧି କଥା ଶୁଣି ତାତିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଳୁ ପାଇଁ ମମତା ଓଡିଶାକୁ ନାକେଦମ କରି ରଖିଥିଲେ ଏବେ ପୁଣିଓଡିଶାକୁ ବଦନାମ କରୁଛନ୍ତି ମମତା । ଏନେଇ ଆଜି ଟ୍ୱିଟ୍ କରି ମମତାଙ୍କୁ କଡା ଜବାବ୍ ଦେଇଛନ୍ତି ମୋହନ ମାଝୀ । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୀଡିତାକୁ ନ୍ୟାୟ ମିଳିପାରିନାହିଁ । ତେଣୁ ଆପଣ ଫୋକସ୍ ନକରି ଜଣେ ନାରୀଖୁ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତ ମୁଖ୍ୟମନ୍ତ୍ରୀ ।