Pratidin TV

Odisha's Digital News Platform

ସେପ୍ଟେମ୍ବର ୫ ରୁ ଆଦିବାସୀ ମେଳା , ୧୨ ରାଜ୍ୟର ହସ୍ତତନ୍ତ କିଣିବା ପାଇଁ କଟକରେ ଜମିବ ଭିଡ …

1 min read

କଟକ : କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଜାତୀୟସ୍ତରୀୟ ଆଦିବାସୀ ମେଳା ।

ତେବେ ୧୧ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୨ଟି ରାଜ୍ୟ ଓ ଓଡିଶା ର ୧୯ଟି ଜିଲ୍ଲାର ଆଦିବାସୀ ମାନଙ୍କ ଦ୍ବାରା ପ୍ରସ୍ତୁତ କଳା,ଶିଳ୍ପ, ପୋଷାକ, ହସ୍ତତନ୍ତ, ମସଲା ଓ ଘରକରଣା ସାମଗ୍ରୀ ଉପଲବ୍ଧ ହେବ । ଏହି ମେଳାରେ ପ୍ରତି ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହେବ।

Advertisement

Leave a Reply

Your email address will not be published. Required fields are marked *