ଭୁବନେଶ୍ୱରରେ ପାଞ୍ଚ ମହଲାରୁ ଡେଇଁ ଜୀବନ ହାରିଲେ IIT ଛାତ୍ରୀ , ହେଲେ କାହିଁକି ?
1 min readଭୁବନେଶ୍ୱର IIT ଛାତ୍ରୀ ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁ। ମୃତକ ହେଲେ ଦିଲ୍ଲୀର କୃତ୍ତିକା ରାଜ। ସୂଚନା ଅନୁଯାୟୀ କୃତ୍ତିକା ବିଟେକ ତୃତୀୟ ବର୍ଷ ଛାତ୍ରୀ ଅଟନ୍ତି ।
ତାଙ୍କ ମୃତ ଶରୀର ଉଦ୍ଧାର କରି କ୍ୟାପିଟାଲ ହସପିଟାଲ କୁ ନିଆଯାଇଛି। ତେବେ କୃତ୍ତିକାଙ୍କ ପରିବାର ଦିଲ୍ଲୀରୁ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ। ଜଟଣୀ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି । କୃତ୍ତିକା କାହିଁକି ଜୀବନ ହାରିଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।