Pratidin TV

Odisha's Digital News Platform

୧୮ ବର୍ଷର ଉର୍ଦ୍ଧ ମହିଳା କାହିଁକି ପାଇବେନି ସୁଭଦ୍ରା ଟଙ୍କା ? ଅରୁଣ ସାହୁ ଖୋଲିଲେ ସୁଭଦ୍ରା ପୋଲ ..

କାହିଁକି ସୁଭଦ୍ରା ଯୋଜନାରେ ନାହିଁ ୧୮ ବର୍ଷରୁ ଉର୍ଦ୍ଧ ମହିଳାଙ୍କ ନା ? ବିଧାନସଭାରେ ପ୍ରଶ୍ନ କଲେ ଅରୁଣ ସାହୁ । କହିଲେ ଆମ ଲଢେଇ କେବଳ ଆପଣ ଯାହା କହିଛନ୍ତି ସେହି ପ୍ରତିଶୃତିକୁ ପୂରଣ ପାଇଁ । ସୁଭଦ୍ରା ଯୋଜନାକୁ ନେଇ ବଡ ପୋଲ ଖୋଲିଲେ ଅରୁଣ ସାହୁ …

Leave a Reply

Your email address will not be published. Required fields are marked *