Pratidin TV

Odisha's Digital News Platform

୪ ସନ୍ତାନ ଥିବାରୁ ରଦ୍ଦ ହେଲା ସରପଞ୍ଚ ସଭ୍ୟପଦ  ..

1 min read

 ସରପଞ୍ଚ ଙ୍କୁ ଅସିଦ୍ଧ ଘୋଷଣା କଲେ ମାନ୍ୟବର ସିଭିଲ ଜର୍ଜ। ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ପଞ୍ଚାୟତ ର ସରପଞ୍ଚ ସରସ୍ଵତୀ ମଲ୍ଲିକ ଙ୍କ   ସରପଞ୍ଚ ପଦ ରଦ୍ଦ କରିବା ସହ ଅସିଦ୍ଧ ଘୋଷଣା କରାଯାଇଛି। ସୂଚନାନୁଯାୟୀ  ଗତ ୨୦୨୨ ମସିହାରେ ନିର୍ବାଚନ ରେ ପରାଜିତ ହୋଇଥିବା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାଳସୀ ମାଝୀ ସରପଞ୍ଚ ସରସ୍ୱତୀ ମଲ୍ଲିକ ଙ୍କ ଚାରୋଟି ସନ୍ତାନ ଥିବା ନେଇ ମାନ୍ୟବର କୋର୍ଟ ରେ ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗ ହେବା ପରେ ଏହାର ତଦନ୍ତ କରି ମାନ୍ୟବର କୋର୍ଟ ତାଙ୍କୁ ଅସିଦ୍ଧ ଘୋଷଣା  କରିବା ସହ ପଂଚାୟତ ରେ ପୁନଃ ନିର୍ବାଚନ କରିବା ପାଁଇ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l

Advertisement

Leave a Reply

Your email address will not be published. Required fields are marked *