Pratidin TV

Odisha's Digital News Platform

ମନୋଜ ମିଶ୍ରଙ୍କ ୨ୟ ବିବାହରେ ଖୁସି ଅଛନ୍ତି ତ ଝିଅ ଭବ୍ୟା ?

ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଅଭିନେତା ମନୋଜ ମିଶ୍ର । କିନ୍‌ତୁ ବର୍ତ୍ତମାନ ଟେଲି ଅଭିନେତ୍ରୀ ମମତାଙ୍କୁ ୨ୟ ବିବାହ କରି ପୁଣି ଏକ ଚର୍ଚ୍ଚା କୁ ନିଜ ନାଁରେ ଜୋଡିଛନ୍ତି ମନୋଜ । ତେବେ ମନୋଜଙ୍କ ୨ୟ ପତ୍ନୀ ମମତା ମନୋଜଙ୍କ ପ୍ରଥମ ସ୍ତ୍ରୀ ଓ ଝିଅ ବିଷୟରେ ସବୁ ଜାଣି ମଧ୍ୟ ବିବାହରେ ହଁ କରିଥିଲେ । ଆଉ ବିବାହ ପରେ ଗଣମାଧ୍ୟମ ଆଗରେ ମଧୟ ନିଜ ବିବାହ ଉପରେ ପତିକ୍ରିୟା ରଖିଥିଲେ । ଏସବୁ ଭିତରେ ବର୍ତ୍ତମାନ ମନୋଜଙ୍କୁ ଘାରିଛି ନିଜ ଝିଅ ଭବ୍ୟା ର ଚିନ୍ତା । କୁହାଯାଉଛି ଯେ ଭବ୍ୟା ବାପା ମନୋଜଙ୍କ ୨ ୟ ବିବାହକୁ ଖୁସିରେ ଗ୍ରହଣ କରିଛନ୍ତି କିନ୍ତୁ ସମାଜରେ ହେଉଥିବା ଚର୍ଚ୍ଚାକୁ କଣ ଭବ୍ୟା ସହ୍ୟ କରିପାରିବେ ! ତାକୁ ନେଇ ଏବେ ଚିନ୍ତାରେ ମନୋଜ ଏବଂ ମମତା ।

Leave a Reply

Your email address will not be published. Required fields are marked *