Pratidin TV

Odisha's Digital News Platform

(ଭିଡିଓ)ଭାଇଜାନଙ୍କ ବାର୍ଥଡେ ରେ ସାମିଲ ହେଲା ପୁରା ବଲିଉଡ୍ , କିନ୍ତୁ ଆସିଲେନି କଟ୍ରିନା ..

1 min read

ମୁମ୍ବାଇ : ପ୍ରଶଂସକଙ୍କ ଭାଇଜାନ ସହ ବଲିଉଡ୍‌ର ମୋଷ୍ଟ ୱାଟେଣ୍ଟ ରାଧେ । ଆଜି ସେ ନିଜ ବୟସର ୫୭ ବର୍ଷ ପାହଚ ଚଢିଥିଲେ ମଧ୍ୟ ବି-ଟାଉନରେ ତାଙ୍କ ଚାର୍ମ କହିଲେ ନସରେ । ଏନେଇ ୫-୬ ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା ଭାଇଜାନଙ୍କ ବାର୍ଥଡେ ସେଲିବ୍ରେସନ । ବିଗବସ୍ ସହ ପ୍ରସଂସକମାନେ ମଧ୍ୟ ଆଗୁଆ ପାଳିଥିଲେ ସମଲାମାନଙ୍କ ଜନ୍ମଦିନ । ଗତକାଲି ରାତିରେ ପାର୍ଟି ଦେଇଥିଲେ ସଲମାନ । ଯେଉଁଥିରେ ସାମିଲ ହୋଇଥିଲା ପୁରା ବଲିଉଡ୍ । କିନ୍ତୁ ଆସିନଥିଲେ ଏକ୍ସ ଗର୍ଲଫ୍ରେଣ୍ଡ କଟ୍ରିନା । ଭାଇଜାନଙ୍କ ଏକତରଫା ପ୍ରେମ ସମସ୍ତଙ୍କୁ ଜଣା । ଏଥିପାଇଁ ତ ଆଜିଯାଏ ବି ସିଙ୍ଗଲ ଅଛନ୍ତି ଆମ ଦବଙ୍ଗ ହିରୋ । ତେବେ ସଲାମନ କଟ୍ରିନା ଏବଂ ତାଙ୍କ ସ୍ୱାମୀ ଭିକ୍କି କୌଶଲଙ୍କୁ ଇନଭିଟେସନ୍ ପଠାଇନଥିବା କଥା ବର୍ତ୍ତମାନ ବି-ଟାଉନଚ୍ଚ୍ୱଡ ଚର୍ଚ୍ଚା ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *