Pratidin TV

Odisha's Digital News Platform

ଭରତପୁର ମହାଭାରତ ; ଅଙ୍କିତା ସତରେ ପୀଡ଼ିତା ନା କରୁଛନ୍ତି ଅଭିନୟ ?

1 min read

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଭରତପୁର ନିର୍ଯାତନା କେସ୍ । ପୋଲିସ ମେଜର ମଧ୍ୟରେ ଲାଗିଥିବା ଏହି ଯୁଦ୍ଧ ଯେ ଆଉ କେତେ ରାଜ୍ ଉପରୁ ପରଦା କାଢିବ ତାହା ଦେଖିବେ ପୁରା ରାଜ୍ୟବାସୀ । ୧୪ ସେପ୍ଟେମ୍ବରରେ ମେଜର ଆଉ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣାରେ ଫିଟୁଛି ଗୋଟେ ପରେ ଗୋଟେ ରାଜ୍ । ଏହି ମାମଲାରେ ଭିଡିଓ ଭାଇରାଲ ହେବା ପରେ କିଏ ସତ କିଏ ମିଛ କହୁଛି ଏବେ ଦ୍ୱନ୍ଦରେ ପଡିଛି କ୍ରାଇମବ୍ରାଞ୍ଚ । ପୋଲିସ ନା ପୀଡିତା ନା ପୁଣି ଇଞ୍ଚିନିୟରିଂ ଛାତ୍ର ? କିଏ କହୁଛି ସତ ନା ସବୁ ବରାବର ଦୋଷୀ ? ନୂଆ ଭିଡିଓ ଉଠାଇଟା ଘଟଣା ଉପରୁ ପରଦା ….

Advertisement

Leave a Reply

Your email address will not be published. Required fields are marked *