Pratidin TV

Odisha's Digital News Platform

ଅଫିସରଙ୍କ ଗାଁ! ଘରେ ଘରେ ଅଛନ୍ତି IAS ଓ IPS..

1 min read

ଭାରତ ଏକ ମହାନ୍ ଦେଶ ଅଟେ ,ଯେଉଁଠି ସମୟ ସମୟରେ ବହୁତ ମହାନ୍ ଲୋକଙ୍କର ମହାନ୍ ପ୍ରତିଭା ଭରା କାର୍ଯ୍ୟ ଶୁଣିବାକୁ ଓ ଦେଖିବାକୁ ମିଳେ , ଭାରତ ଦେଶ ଉନ୍ନତି ସହରରୁ ନେଇକରି ସବୁ ଗାଁ ସହ ଯୋଡି ହୋଇଛି , ଆଜି ପର୍ଯ୍ୟନ୍ତ ଆପଣ ଉନ୍ନତି କରୁଥିବା ଗାଁରୁ ବହୁତ ଉପଲ୍ଲବ୍ଧି ବିଷୟରେ ଅବଗତ ହୋଇଥିବେ , କିନ୍ତୁ ଆଜି ଆମେ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ , ଯାହା ସବୁଠାରୁ ଅଲଗା ଅଟେ, ଆମେ କଥା ହେଉଛୁ ମାଧୋପଟ୍ଟି ଗାଁର ବିଷୟରେ , ସେ ମାଧୋପଟ୍ଟି ଗାଁ ଯେଉଁଠି ଜଣେ ନୁହେଁ ବରଂ ଭାରତର ପୁରା ୪୭ ଜଣ ଆଇଏଏସ୍, ଆଇପିଏସ୍ , ଅଧିକାରୀ ଦେଇଛି , ତେବେ ଆସନ୍ତୁ ଜାଣିବା ଭାରତ ବର୍ଷର ପାଇଁ ଶିକ୍ଷାର ପ୍ରେରଣା ବନିଥିବା ମାଧୋପଟ୍ଟି ଗାଁ ବିଷୟରେ ଆସନ୍ତୁ ଅଧିକା ଜାଣିବା

ପ୍ରଶାସନିକ ଅଧିକାରିଙ୍କ ଦ୍ୱାରା ଭରା ହୋଇଥିବା ଏହି ଗାଁ ଉତ୍ତର ପ୍ରଦେଶର ଜୋନପୁର ଜିଲ୍ଲାରେ ଅଛି , ମାଧୋପଟ୍ଟି ଭାରତରେ ଏକ ମାତ୍ର ଗାଁ ଅଟେ ,ଯେଉଁଠି ୪୭ ଜଣ ଆଇଏଏସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଅଛନ୍ତି , ମାଧୋପଟ୍ଟି ଗାଁରେ ଏକ ସାଧାରଣ ଗାଁ ପରି ପ୍ରାୟ ୭୫ ଟି ଘରର ବସ୍ତିବାଲା ଗାଁ ଅଟେ , କିନ୍ତୁ ଏହି ଗାଁ ବାକି ଗାଁରୁ କିଛି ଅଲଗା ଅଛି, ଏହି ଗାଁରେ ପ୍ରଶାସନିକ ସେବାପାଇଁ ଭାରତରେ ପ୍ରସିଦ୍ଧ , ଆଜିର ବିଭିନ୍ନ ରାଜ୍ୟରେ ମାଧୋପଟ୍ଟିରୁ ପ୍ରାୟ ୪୭ ଆଇପିଏସ୍ ଅଧିକାରୀ କାର୍ଯ୍ୟରତ ଅଛନ୍ତି , ମାଧୋପଟ୍ଟି ଗାଁର ଉପଲ୍ଲବ୍ଧି ଆଇପିଏସ୍ ,ଆଇଏଏସ୍ ପର୍ଯ୍ୟନ୍ତ ଶେଷ ହୋଇନାହିଁ , ଆଜି ଏହି ଗାଁରେ ବହୁତ ଲୋକ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ(ଇସରୋ) ଓ ବିଶ୍ୱ ବ୍ୟାଙ୍କ୍ ସହ ଦେଶର ଅନ୍ୟ ବହୁତ ବଡ ସରକାରୀ ପଦରେ କାର୍ଯ୍ୟରତ ଅଛନ୍ତି । ପ୍ରସାଶନିକ ଅଧିକାରୀଙ୍କ ଏହି ଗାଁର କାହାଣୀ ବର୍ଷ ୯୧୪ ରେ ଆରମ୍ଭ ହୋଇଥିଲା,  ଯେବେ ସେଠାରେ ଜଣାଶୁଣା କବି ବମିକ ଜୋନପୁରିଙ୍କ ବାପା ମୁସ୍ତଫା ହୁସୈନ୍ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ , ଏହାପରେ ୧୯୫୨ ରେ ମାଧୋପଟ୍ଟି ଗାଁକୁ ଇନ୍ଧୁ ପ୍ରକାଶ ସିଂ ଆଇଏଏସ୍ ପରୀକ୍ଷାରେ ଚୟନିତ ହୋଇଥିଲେ , ସେମିତି ଏହି ମଉକା ଥିଲା ମାଧୋପଟ୍ଟୀ ଗାଁର ଛୁଆ ପ୍ରଶାସନିକ ସେବା ବିଷୟରେ ଅଧିକା ଜାଣିବାର ଇଚ୍ଛା ହେଲା ।

Advertisement

ମାଧୋପଟ୍ଟୀ ଗାଁର ଏହି ସିଲସିଲା ବିଷୟରେ ଗାଁର ଏକ ବୟସ୍କ ରାମ ନାରାୟଣ ମୋର୍ଯ୍ୟ କହିଲେ କି ଏହି ଗାଁର ଏକ ଅନୋଖା କଥା ଏହା କି ଏଠାରେ ମାତା ଏହି ଗାଁର ଅନୋଖା କଥା ଅଛି , ଏଠାରେ ମାତା-ପିତାଙ୍କୁ ଛୋଟ ବୟସରୁ ପ୍ରଶାସନିକ ପରୀକ୍ଷାପାଇଁ ପ୍ରସ୍ତୁତ୍ କରାଯାଉଛି , ଗାଁର ଛୁଆରୁ ନେଇ ବଡପର୍ଯ୍ୟନ୍ତ ମିଳିଥିବା ଏହି ଶିକ୍ଷାକୁ ନେଇ ଛୁଆ ଏହି କ୍ଷେତ୍ରରେ ଆଗକୁ ବଢିଛନ୍ତି । ପୁରା ଭାରତରେ ଲୋକପ୍ରିୟ ମାଧୋପଟ୍ଟି ଗାଁର ଏକ ଆଇଏଏସ୍ ଅଫିସର୍ ଇନ୍ଧୁ ପ୍ରକାଶ ସିଂ ଇଂଲଣ୍ତରେ ଦୁନିଆଁର ଦେଶରେ ଭାରତର ରାଜଦୁତ ରୁପରେ ଭୁମିକା ନିଭାଇଥିଲେ , ଏହି ଗାଁରେ ଏକ ଘର ଏମିତି ଥିଲା ଯେଉଁଠି ୪ ଟି ଭାଇ ଥିଲେ ଯାହା ସବୁ ଛୁଆ ଆଇଏଏସ୍ ଅଫିସର୍ ଥିଲେ , ଯିଏ ଭାରତ ଦେଶର ଇତିହାସ ପାଇଁ ଏକ ବଡ କୀର୍ତିମାନ ଅଛି , ଏକ ଭାଇ ବିହାରରେ ଚିଫ୍ ଥିଲେ , ସେମିତି ଶ୍ରୀପ୍ରକାଶ ସିଂ ୟୁପିର ନଗର ବିକାଶ ସଚିବ ଅଛି ।

ମାଧୋପଟ୍ଟୀ ଗାଁର ଏକ ଉପଲ୍ଲବ୍ଧି ରେ ପୁଅଙ୍କ ସହ ଝିଅ ବି ଅହମ ଯୋଗଦାନ ଅଛି , ମାଧୋପଟ୍ଟି ଗାଁର ଝିଅ ଆଜି ପ୍ରଶାସନିକ ସେବାରେ ନିଜ ଯୋଗଦାନ ଦେଇଛନ୍ତି , ମାଧୋପଟ୍ଟିରେ ଆଜି ଆଇପିଏସ୍ , ଆଇଏଏସ୍ ସହ ବହୁତ ବଡ ପଦରେ ଅଛନ୍ତି , ଯେଉଁଠି ସେମାନେ କାର୍ଯ୍ୟରତ ଅଛନ୍ତି , ବନ୍ଧୁଗଣ ଭାରତର ଏହି ସହର ଯୁବାଙ୍କ ପାଈଁ ଏହି ଗାଁ ଏକ ପ୍ରେରଣା ଅଟେ ,ଯେଊଁଠି ଭାରତର ସେବାପାଇଁ ଜଣେ ପରେ ଜଣେ ବଡ ପଦରେ ଚୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *