Pratidin TV

Odisha's Digital News Platform

ରାଜଧାନୀରେ ପାରାଲିସିସ୍ ରୋଗୀକୁ କୁକର୍ମ ; ୧୦ ବର୍ଷ ଜେଲ ଭୋଗିବ ଅଭିଯୁକ୍ତ , ଦେବ ଏତିକି ଟଙ୍କା ଜରିମାନା

1 min read

ଭୁବନେଶ୍ୱର ; ଘରେ ପଶି ପାରାଲିସିସ୍ ରୋଗୀଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ,୧୦ ହାଜର ଟଙ୍କା ଜରିମାନା ଏନେଇ ଏଡିଜେ-୪କୋର୍ଟ, ପ୍ରଦୀପ ବେହେରା ରାୟ ଆଜି ରାୟ ଶୁଣାଇଛନ୍ତି । ୨୦୨୧ ମସିହା ରେ ବରଗଡ଼ ର ୫୫ ବର୍ଷୀୟ ମହିଳା ଙ୍କୁ କୁକର୍ମ କରିଥିଲା ଅଭିଯୁକ୍ତ ରମେଶ ଜେନା ।

ଦୀର୍ଘ ୩ ବର୍ଷ ପରେ ରାୟ ଶୁଣାଇଲେ କୋର୍ଟ । ୧୭ ଜଣ ସଖୀ ଙ୍କ ବୟାନ ଆଧାରରେ ଦୋଷୀ ଦଣ୍ଡ ପାଇଛି। ପାରାଲିସିସ୍ ରୋଗରେ ଘରେ ଶୋଇଥିବା ବେଳେ ଘରେ ପଶି କୁକର୍ମ କରିଥିଲା ଅଭିଯୁକ୍ତ । cctv , ସ୍ଥାନୀୟ ଲୋକ ଓ ପୀଡ଼ିତଙ୍କ ବୟାନ ରେକର୍ଡ କରିଥିଲା ବରଗଡ଼ ପୋଲିସ ।ଏହାପରେ ଆଜି ଦୋଷୀକୁ ଦଣ୍ଡ ଶୁଣାଇଛି କୋର୍ଟ ।

Advertisement

Leave a Reply

Your email address will not be published. Required fields are marked *