Pratidin TV

Odisha's Digital News Platform

ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ; ବିଧାନସଭା ଓ କାର୍ ଭିତରେ କୁକର୍ମ କରାଯାଇଥିବା ନେଇ ମହିଳାଙ୍କ ଅଭିଯୋଗ…

1 min read

କର୍ଣ୍ଣାଟକ ବିଜେପି ବିଧାୟକଙ୍କ ବିରୋଧରେ କୁକର୍ମ ଅଭିଯୋଗ, ବିଧାନସଭା ଓ କାର୍ ଭିତରେ କୁକର୍ମ କରାଯାଇଥିବା ନେଇ ମହିଳାଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବିଧାୟକ ଏନ୍ ମୁନିରତ୍ନଙ୍କ ମହିଳା ଜଣଙ୍କୁ ବିଧାନସଭା, ବିକାସୌଧରେ ଓ ତାଙ୍କ ସରକାରୀ ଗାଡ଼ି ଭିତରେ ଦୁଷ୍କର୍ମ କରିଥିଲେ ।

ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହେବା ପରେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ବିଧାୟକଙ୍କୁ ବର୍ତ୍ତମାନ ଏସଆଇଟି କଷ୍ଟିଡିକୁ ନେଇଛି। ହେଲେ ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *