Pratidin TV

Odisha's Digital News Platform

ପ୍ରଡ୍ୟୁସର ସାଜିଲେ କ୍ରୀତି ସାନୋନ , ଫିଲ୍ମ ରେ କରୁଛନ୍ତି ଡବଲ୍ ରୋଲ୍..

1 min read

ପ୍ରଥମ ଥର ପାଇଁ ଫ୍ଲିମ୍ ପ୍ରଡ୍ୟୁସ କରୁଛନ୍ତି କ୍ରୀତି ସାନୋନ୍। ଥ୍ରୀଲର ମୁଭି “ଦୋ ପତି” ର ଅକ୍ଟୋବର ୨୫ରୁ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ବୋଲି ନେଟଫ୍ଲିକ୍ସ ଘୋଷଣା କରିଥିଲା। ସସ୍ପପେନ୍ସ ଓ ଡ୍ରାମାରେ ଭରପୂର ଏହି ମୁଭିର ମୁଖ୍ୟ ଚରିତ୍ରକୁ ଆଲୋକିତ କରିବା ପାଇଁ ପ୍ରମୋସନାଲ ଭିଡିଓ ମଧ୍ୟ ରିଲିଜ କରାଯାଇଥିଲା । ତେବେ ଯାହା ଖବର ମିଳୁଛି କ୍ରୀତି ଏଥିରେ ପ୍ରଡ୍ୟୁସର ହେବା ସହ ଡବଲ୍ ରୋଲ୍ ରେ ଅଭିନୟ କରିବେ।

ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ କାଜଲ ଏକ ପୋଲିସ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଏହି ଫ୍ଲିମରେ। ଲୋକପ୍ରିୟ ସିରିୟଲ୍ ମହାଭାରତର ଅଭିନେତା ଶାହିର୍ ଶେଖ୍ ମଧ୍ୟ ଏହି ଫ୍ଲିମ୍ ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି।ତେବେ କ୍ରୀତି ଓ କାଜଲଙ୍କ ଅଭିନୀତ ଫ୍ଲିମଟିକୁ ଲେଖିଛନ୍ତି କନିକା ଧିଲାନ୍।

Advertisement

Leave a Reply

Your email address will not be published. Required fields are marked *