Pratidin TV

Odisha's Digital News Platform

କଟକରେ ବାଘ ଆତଙ୍କ , ଭୟଭୀତ ଲୋକେ ।

1 min read

କଟକ ; କଟକ ଉପକଣ୍ଠରେ ବାଘ ଆତଙ୍କ । ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତରେ ବାଘ ବୁଲୁଥିବାର ପ୍ରଚାର ହେବ ଫଳରେ ଆତଙ୍କିତ ଅଞ୍ଚଳବାସୀ।

ଅସୁରେଶ୍ଵର ପଞ୍ଚାୟତ କୁଳଗାଁଇଶାଳୋ ପୁବଶଂ ଗ୍ରାମ ରେ ଆଜି ସନ୍ଧ୍ୟାରେ ଏକ ବାଘ ବୁଲୁଥିବାର ସ୍ଥାନୀୟ ଗ୍ରାମ ବାସୀ ମାନେ ଦେଖିଥିଲେ। ବାଘ ବୁଲୁଥିବାର ସିସିଟିଭି କ୍ୟାମେରା ରେ କଏଦ ହୋଇଛି।

Advertisement

ବନବିଭାଗ ଅବଗତ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ପ୍ରକୃତରେ ଏହା ବାଘ କି ଆଉ କୌଣସି ପଶୁ ବନ ବିଭାଗ ତଦନ୍ତ ପରେ ଜଣାପଡ଼ିବ। ଏ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *