Pratidin TV

Odisha's Digital News Platform

ଆଉ ନାହାନ୍ତି ଜଗା- ବଳିଆ, ବେପରୁଆ ଟ୍ରକ୍ ଡ୍ରାଇଭର ପାଇଁ ଏକାସାଙ୍ଗେ ବୁଜିଦେଲେ ଆଖି …

1 min read

ଏକା ସାଙ୍ଗରେ ବୁଲୁଥିଲେ ଆଉ ଆଜି ଏକା ସାଙ୍ଗରେ ଚାଲିଗଲେ ଆରପାରକି । ମୃତ୍ୟୁକୁ ନିସ୍ୱାର୍ଥପରତା କଣ ଦେଖାଇଦେଇଛନ୍ତି ରାଜଧାନୀ ଭୁବନେଶ୍ୱରରେ ବୁଲୁଥିବା ୨ଷଣ୍ଢ ଜଗା –ବଳିଆ । ଏମାନେ ପଶୁ ହୋଇ ମଧ୍ୟ ବନ୍ଧୁତ୍ୱର ଏକ ବଡ ଶିକ୍ଷା ଦେଇଯାଇଛନ୍ତି ମଣିଷ ସମାଜକୁ । ଅଞ୍ଚଳବାସୀଙ୍କ ଆଖିରେ ଧାର ଧାର ଲୁହ । କିଏ ଧୂପ ବୁଲାଉଛିତ ପୁଣି କିଏ ଫୁଲ ହାର ଚଢାଉଛି ପ୍ରତିଦିନ ସକାଳୁ ଦୁଇ ଷଣ୍ଢକୁ ଖାଇବାକୁ ଦେଉଥିଲେ କିନ୍ତୁ ଆଜି ସକାଳୁ ଦୁଇ ଷଣ୍ଢ ଜଗା –ବଳିଆ ଆଉ ନାହନ୍ତି । ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାର ଶୀକାର ହୋଇଛନ୍ତି ଜଗା-ବଳିଆ ….

Advertisement

Leave a Reply

Your email address will not be published. Required fields are marked *