Pratidin TV

Odisha's Digital News Platform

ବିଳମ୍ବିତ ରାତିରେ ଡ଼ିସିପି ଜଗମୋହନ ମୀନାଙ୍କ ସପ୍ରାଇଜ୍ ଭିଜିଟ୍ ।

1 min read

କଟକ ; ପୁରା ଟାଇଟ୍ କଟକ । ନୂଆ ଡିସିପି ଯୋଗ ଦେଉ ଦେଉ ଛାନିଆରେ ଚୋର, ଲୁଟେରା ଗ୍ୟାଙ୍ଗ୍ । ଗତକାଲି ବିଳମ୍ବିତ ରାତିରେ ଡ଼ିସିପି ଜଗମୋହନ ମୀନା ସପ୍ରାଇଜ୍ ଭିଜିଟ୍ କରିଛନ୍ତି ।

ଦୁର୍ଗାପୂଜା ଭସାଣୀ ଆଗରୁ ଭସାଣୀ ଶୋଭାଯାତ୍ରାର ବିଭିନ୍ନ ରୁଟ୍ ବୁଲି ଦେଖିଛନ୍ତି ଡ଼ିସିପି , ସାଙ୍ଗରେ ଥିଲେ ବରିଷ୍ଠ ପୋଲିସ ଅଧିକାରୀ ମାନେ ।

Advertisement

କଟକ ଓ.ଏମ୍.ପି ରୁ ଆରମ୍ଭ କରି ଶେଷ ପଏଣ୍ଟ ପୁରୀଘାଟ ପର୍ଯ୍ୟନ୍ତ ବୁଲି ଦେଖିବା ସହ କେଉଁ ଜାଗାରେ କେତେ ଫୋର୍ସ ମୁତୟନ କରାଯିବ ଏ ନେଇ ହୋଇଛି ଆଲୋଚନା । ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଧ୍ୟାନ ଦିଆଯିବ । ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭସାଣୀ ଶୋଭାଯାତ୍ରାରେ କମ୍ ସାଉଣ୍ଡ ରେ ଡ଼ିଜେ ବଜାଇବାକୁ ବିଭିନ୍ନ ପୂଜା କମିଟିକୁ ଅନୁରୋଧ କରିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *