Pratidin TV

Odisha's Digital News Platform

ଶେଷ ଦିନରେ କର୍ମିଙ୍କୁ କୁଣ୍ଢାଇ କାନ୍ଦିଲେ କେଜ୍ରିୱାଲ , ସରକାରୀ ବାସଭନରୁ ନେଲେ ବିଦାୟ ।

1 min read

ନୂଆଦିଲ୍ଲୀ ; ଭାବବିହ୍ୱଳ ହେଲେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ । କର୍ମିଙ୍କୁ କୁଣ୍ଢଅଇ ଧରି ଗଡାଇଲେ ଲୁହ । ଆଉ ଏଇ ଲୁହ ଆଉ କେଜ୍ରିୱାଲଙ୍କ ମୁହଁ ହିଁ ବଖାଣିଛି ଯେ ଏହି ବାସଭବନ ଆଉ ସେଠିକାର କର୍ମୀମାନଙ୍କ ସହ କେତେ ଜଡିତ ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଆଜି ସରକାରୀ ବାସଭବନ ଛାଡି ଲୁଟିନ୍ସ ଜୋନରେ ଥିବା ନୂତନ ଘରକୁ ଯାଇଛନ୍ତି ସେ । ସେ ୫ ଫୀରୋଜଶାହ ରୋଡ୍ ସ୍ଥିତ ଘରକୁ ସିପ୍ଟ ହୋଇଛନ୍ତି । ଯାହା ଆପ୍ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ଦିଆଯାଇଛି । ତେବେ କେଜ୍ରିୱାଲ ନିଜେ ବଳିଦାନର ଏକ ବଡ ଉଦାହରଣ ବୋଲି ଆମ୍ ଆଦମୀ ପାର୍ଟି କହିଛି ।

Advertisement

ବର୍ତ୍ତମାନ ଜନସାଧାରଣ ପୂର୍ବର୍ତନ ମୁଖ୍ୟମନ୍ତ୍ରୀଙ୍କ ସଚ୍ଚୋଟତା ଉପରେ ବିଶ୍ୱାସ ଦେଖାବା ସହ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *