Pratidin TV

Odisha's Digital News Platform

କାହିଁକି ‘ଲି ମିନ୍ ହୋ’ଙ୍କୁ ସାଉଥ୍ କୋରିଆର ଶାହରୁଖ ଖାନ୍ କୁହାଯାଏ ।

1 min read

ଆଜି କାଲି ଜେନେରେସନ୍‌ଙ୍କ ଠାରେ କୋରିଆନ୍ ଡ୍ରାମାର କ୍ରେଜ୍ କିଛି ଅଲଗା । ସେମାନେ ହିନ୍ଦୀ ଓଡିଆର ଶାଶ୍ –ବୋହୂ ସାଜିସ୍ ଛାଡି ଏବେ କୋରିଆନ୍ ଥ୍ରୀଲର ରୋମାନ୍ସ ଆଉ ସସ୍‌ପେନ୍ସ ଭରା ଡ୍ରାମା ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ କରିଆନ୍ ଅଭିନେତା ମାନଙ୍କ ଫ୍ୟାନ୍ସ ମଧ୍ୟ ଭାରତରେ କିଛି କମ୍ ନୁହେଁ ।

ଭାରତର କେତେକ ଫ୍ୟନ୍ସ ନିଜ ଫେବରେଟ୍ ବା ପ୍ରିୟ ଆକ୍ଟରଙ୍କୁ ଦେଖିବା ପାଇଁ ସାଉଥ୍ କୋରିଆ ଯିବାରେ ରେକର୍ଡ ମଧ୍ୟ ରହିଛି । ତେବେ ଆମେ ଆଜି କହିବା ସାଉଥ୍ କୋରିଆର ଶାହରୁଖ ଖାନଙ୍କ ବିଷୟରେ । କାରଣ କେବଳ ଭାରତ ନୁହଁବରଂ ସାଉଥ୍ କରିଆରେ ମଧ୍ୟ ଜଣେ ଶାହରୁଖ ଅଛନ୍ତି । ଯିଏ ଅବିକଳ ଶାହରୁଖଙ୍କ ପରିତ ନୁହେଁ ବରଂ ତାଙ୍କ ସ୍ୱଭାବ , ବ୍ୟବହାର ଆଉ ମହିଳା ମାନଙ୍କ ପ୍ରତି ସମ୍ମାନ ରୁ ହିଁ ତାଙ୍କୁ ସାଉଥ୍ କୋରିଆରେ ଶାହରୁଖ ଖାନଙ୍କ ଆଖ୍ୟା ଦିଆଯାଇଛି ।

Advertisement

ସେ ଶାହରୁଖଙ୍କ ପରି ନିଜ ଲିଡ୍ ଆକ୍ଟ୍ରେସ୍ ମାନଙ୍କୁ ସମ୍ମାନ ଦେବା ସହ ତାଙ୍କ ଯତ୍ନ ମ୍ୟ ନିଅନ୍ତି । ଯେପରି କିଛି ଆୱାର୍ଡ ଶୋରେ ଶାହରୁଖ ଖାନ୍ ଙ୍କୁ ଫିମେଲ୍ ଆକ୍ଟ୍ରେସ୍‌ଙ୍କୁ ପ୍ରୋଟେକ୍ଟ କରୁଥିବାର ନଜର ଆସନ୍ତୁି । ଠିକ୍ ସେହିଭଳି ଲି ମିନ୍ ହୋ ମଧ୍ୟ ନିଜ ଏଭଲି କରିଥାନ୍ତି । ତେବେ ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ଇଷ୍ଟାଗ୍ରାମରେ ଲି ମିନ୍ ହୋଙ୍କ ୩୫.୧ ମିଲିୟନ ଫଲୋର୍ସ ଅଛନ୍ତି ।

ତେବେ ଏହି ୧୦ ଟି ଫିଲ୍ମ ଲି ମିନ୍ ହୋଙ୍କ ଖୁବ୍ ଚର୍ଚ୍ଚାରେ –
ବଏଜ୍ ଓଭର ପ୍ଲାୱାର
କିଙ୍ଗ୍ ଅଫ୍ ଦ ଏଣ୍ଟରନାଲ୍ ମୋନାର୍କ
ଲିଜେଣ୍ଡ ଅଫ୍ ଦ ବ୍ଲୁ ସି
ଦ ହେୟାର୍ସ

ଆକ୍ସ ଦ ଷ୍ଟାର
ପାଞ୍ଚିକୋ
ପର୍ସନାଲ ଟେଷ୍ଟ
ସିଟି ହଣ୍ଟର
ଗ୍ୟାଙ୍ଗ୍ ନାମ୍
ଆୱାର ସ୍କୁଲ
ସମର ଲଭ୍‌

ଫେଥ୍

Leave a Reply

Your email address will not be published. Required fields are marked *