Pratidin TV

Odisha's Digital News Platform

ପାର୍ବଣରେ ବନ୍ଦ ହେବନି ବସ୍ ଚଳାଚଳ ,ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ ..

1 min read

ଲକ୍ଷ୍ମୀ ବସ୍‌କୁ ବନ୍ଦ କରିବା ଦାବିରେ ଆଜି ସଂନ୍ଧ୍ୟାରୁ ଘରୋଇ ବସ୍ ମାଲିକ ସଂଘ ହରତାଳ ରେ ବସିଥାନ୍ତେ । ତେବେ ପାର୍ବଣ ସମୟରେ ଘରୋଇ ବସ୍ ମାଲିକ ସଂଘଙ୍କ ଏପରି ନିଷ୍ପତି ସାଧାରଣ ଲୋକଙ୍କୁ ଖୁବ୍ ପ୍ରଭାବିତ କରିଥାନ୍ତା ।

ଏନେଇ ତୁରନ୍ତ ପରିବହନ ମନ୍ତ୍ରୀ ଘରୋଇ ବସ୍ ମାଲିକଙ୍କ ସହ ଆଲୋଚନା କରିବା ପରେ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଥିବା ସୂଚନା ମିଳିଛି । ତେବେ ଆଜି ସଂଧ୍ୟା ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ବନ୍ଦ ଡାକରାକୁ ବନ୍ଦ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *