Pratidin TV

Odisha's Digital News Platform

ଠପ୍‌ ହେଲା ‘ଇନ୍‌ଷ୍ଟାଗ୍ରାମ ‘, ସର୍ଭର ଡାଉନ୍‌ …

1 min read

ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ସର୍ଭର ଡାଉନ୍‌ । ସାରା ବିଶ୍ୱରେ ‘ଇନ୍‌ଷ୍ଟାଗ୍ରାମ’ର  ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଇନ୍‌ଷ୍ଟାଗ୍ରାମ  ରିଲ   ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଇନ ଯୋଗୁ ଇନ୍‌ଷ୍ଟାଗ୍ରାମ  ବ୍ଲାଙ୍କ୍ ହୋଇଯାଇଛି।

ମେଟା ମାଲିକାନା ଫଟୋ ଶେୟାରିଂ ଆପ ଇନଷ୍ଟାଗ୍ରାମ ଡାଉନ ହୋଇଥିବାର ଜଣାପଡ଼ିଛି। Downdetector.in ଏହି ଘଟଣାକୁ ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଲୋକ ଡାଉନଡିଟେକ୍ଟରରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଇନଷ୍ଟାଗ୍ରାମରେ ଡାଉନ୍‌ ଆଜି ୧୧.୧୫ରୁ ଆରମ୍ଭ ହୋଇଛି। ୭୦ ପ୍ରତିଶତ ୟୁଜର୍ସ ଲଗଇନ ନ ହେବା ନେଇ ଅଭିଯୋଗ କରିଛନ୍ତି। ୧୬ ପ୍ରତିଶତ ସର୍ଭରରେ ତ୍ରୁଟି ଅଛି ଏବଂ ୧୪ ପ୍ରତିଶତ ଆପରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *