Pratidin TV

Odisha's Digital News Platform

ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ..

1 min read

ଘୋଷଣା କରାଯାଇଛି ନୋବେଲ ପୁରସ୍କାର ୨୦୨୪ । ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ମିଳିବ ନୋବେଲ୍‌ ପୁରସ୍କାର। ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ।

ସେହିଭଳି ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ସଫଳତା ପାଇଛନ୍ତି ୨ ବୈଜ୍ଞାନିକ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇବେ।

Advertisement

Leave a Reply

Your email address will not be published. Required fields are marked *