Pratidin TV

Odisha's Digital News Platform

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି ; ୨୦୨୮ ଯାଏଁ ମାଗଣା ରାସନ୍ ।

1 min read

ଆଜି କେନ୍ଦ୍ର କ୍ୟାବିନେଟରେ ଏକ ବଡ ନିଷ୍ପତିରେ ମୋହର ବାଜିଛି । ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଏଜା ସହ ସେ ଆହୁରୀ କହିଛନ୍ତି ଯେ ଆଜିର କ୍ୟାବିନେଟ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ୪୪୦୬ କୋଟି ଟଙ୍କାରେ ୨୨୮୦ କିଲୋମିଟରର ସଡକ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଆସନ୍ତା ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

Advertisement

Leave a Reply

Your email address will not be published. Required fields are marked *