Pratidin TV

Odisha's Digital News Platform

ରସାୟନ ବିଜ୍ଞାନ ପାଇଁ ତିନି ଜଣଙ୍କୁ ମିଳିବ  ନୋବେଲ ପୁରସ୍କାର..

1 min read

 ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି।  ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷିତ ହୋଇଛି  । ପୁଷ୍ଟିସାର ବା ପ୍ରୋଟିନ୍‌ର ଗଠନ ଓ ଗଣନା ପାଇଁ ଡେଭିଡ ବେକର, ଡେମିସ ହାସାବିସ, ଜନ ଜମ୍ପର ଏହି ତିନି ଜଣଙ୍କ ନାମ  ଘୋଷଣା କରାଯାଇଛି।

ଗଣନା ଓ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ତଥ୍ୟ ଉନ୍ମୋଚନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ। ଆଣ୍ଟିବାୟୋଟିକ ପ୍ରତିରୋଧକୁ ରୋକିବାର ବାଟ ସଫା ହୋଇଛି। ହାସାବିସ ଓ ଜମ୍ପର ଉଦ୍ଭାବନ କରିଛନ୍ତି AI ମଡେଲ ଆଲ୍‌ଫାଫୋଲ୍ଡ। ମଡେଲ ସାହାଯ୍ୟରେ ଜଣାପଡ଼ିଲା ପ୍ରୋଟିନ୍‌ର ଗଠନ ପ୍ରଣାଳୀ। ପ୍ରୋଟିନର ଗଠନ ପ୍ରଣାଳୀ ୫୦ ବର୍ଷ ହେଲା ଜଣାପଡି ନଥିଲା।

Advertisement

Leave a Reply

Your email address will not be published. Required fields are marked *