Pratidin TV

Odisha's Digital News Platform

ଦୁର୍ଗାପୂଜାରେ ରାଜନୀତିର ପାୱାର ସୋ , ପେଣ୍ଡାଲ ବୁଲିବେ ମୋହନ-ନବୀନ ।

1 min read

ଦୁର୍ଗାପୂଜାରେ ରାଜନୀତିର ପାୱାର ସୋ । ବିରୋଧୀ ଓ ଶାସକ ମିଶି ବୁଲିଲେ ପୂଜା ମଣ୍ଡପ । ଯେପରି ପୂର୍ବରୁ ନବୀନ ଗଣେଶ ପୂଜାରେ ରାଜଧାନୀରେ ବୁଲି ଲୋକଙ୍କ ସହ ମିଶି ହୃଦୟ ଜିତିଥିଲେ । ଠିକ୍ ସେହିପରି ଦୁର୍ଗା ପୂଜାରେ ମଧ୍ୟ ନବୀନ ଆଜି ୩ ଟି ପୂଜା ମଣ୍ଡପ ବୁଲିବେ । ଆଜି ୧୦.୩୦ ରୁ ନବୀନ ପୂଜା ମଣ୍ଡପ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଆଉ ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କଟକ -ଭୁବନେଶ୍ୱର-କେନ୍ଦୁଝର ପୂଜା ମଣ୍ଡପ ବୁଲିବାର ସୂଚନା ରହିଛି ।।

Advertisement

Leave a Reply

Your email address will not be published. Required fields are marked *