Pratidin TV

Odisha's Digital News Platform

ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ବୁଲିଲେ କଟକ ଦଶହରା, ନେଲେ ମାଙ୍କ ଆଶୀର୍ବାଦ।

1 min read

କଟକ ହଁ ଏହା ଏକ ଭାଇଚାରାର ସହର । ଯାହା ସବୁ କ୍ଷେତ୍ରରେ ପ୍ରମାଣ କରିଛି କଟକ । ହିନ୍ଦୁ ମୁସଲମାନ ଜାତି ବର୍ଣ୍ଣର ନଥାଏ ଭେଦଭାବ ଏଠି ସବୁ ମିଶି ପାଳନ୍ତି ନବରାତ୍ରୀ । ଖାଲି ନବରାତ୍ରୀ କଣ ହିନ୍ଦୁ ମାନଙ୍କ ସବୁ ପର୍ଭରେ ସାମିଲ ହୁଅନ୍ତି ତାଙ୍କ ମୁସଲମାନ ଭାଇ ଭଉଣୀ । ଆଉ ଇଦ୍ ଠୁ ନେଇ ରମଜାନ୍‌ରେ ମଧ୍ୟ ସାମିଲ ହୁଅନ୍ତି ଆମ କଟକିଆ ହିନ୍ଦୁ ଭାଇ । ଖାଲି ଏତିକିରେ ଏମାନଙ୍କ ସର୍ମ୍ପକକୁ ଗଣାଯାଏନି ବରଂ ଶ୍ରାବଣ ମାସ ଆସିଲେ କାଉଡିଆ ଭାଇଙ୍କ ସେବାରେ ଲାଗିପଡନ୍ତି ଆମ କଟକରେ ଥିବା ମୁସଲମାନ ଭାଇ ଆଉ କିଛି ସମାନ ଢଙ୍ଗରେ ମଧ୍ୟ ନିଜ ସର୍ମ୍ପକ ନିଭାନ୍ତି ହିନ୍ଦୁ ଭାଇ ।

ଆଉ ଏକଥାକୁ ପୁରା ପ୍ରମାଣ କରିଦେଇଛନ୍ତି ବାରବାଟୀ ଷ୍ଟାଡିୟମ୍‌ର ବିଧାୟିକା ସୋଫିଆ । ଦୁର୍ଗାପୂଜାରେ କଟକର ପ୍ରାୟ ସବୁ ପୂଜା ମଣ୍ଡପରେ ଓଡିଆଣୀ ବେଶରେ ବୁଲୁଛନ୍ତି ସୋଫିଆ । ମଣ୍ଡପ ବୁଲିବା ସହ ଫୁଡ୍ ଷ୍ଟଲ ମାନଙ୍କରେ ଖାଇବା ମଧ୍ୟ ଖାଉଛନ୍ତି କଟକର ପ୍ରିୟ ବିଧାୟିକା ସୋଫିଆ ।

Advertisement

Leave a Reply

Your email address will not be published. Required fields are marked *