Pratidin TV

Odisha's Digital News Platform

ବିଜେପି କଲେଜ୍‌ରେ ସିନିୟରଙ୍କ ରାଜୁତି : ପ୍ରେମ ମାମଲାକୁ କେନ୍ଦ୍ରକରି ଜୁନିୟରକୁ ନିର୍ମମ ମାଡ…

1 min read

ଭୁବନେଶ୍ୱର : ପୁଣି ବିଜେପି କଲେଜରେ ତୁମୁଳକାଣ୍ଡ । ଭାଇରାଲ ହେଲା ଜୁନିୟର ଛାତ୍ରଙ୍କ ଉପରେ ହେଉଥିବା ଅତ୍ୟାଚାରର ଭିଡିଓ । କଲେଜ୍ କ୍ୟାମ୍ପସ୍ ମଧ୍ୟରେ କିଛି ସିନିୟର ଛାତ୍ର ଜଣେ ଜୁନିୟରଛାତ୍ରକୁ ମାଡ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ ମାରା ଯାଇଥିବା ଜଣାପଡିଛି । ଯୁକ୍ତ ୨ର କିଛି ଦ୍ୱିତୀୟ ବର୍ଷର ଛାତ୍ର , ଯୁକ୍ତ୨ ପ୍ରଥମ ବର୍ହର ଜଣେ ଛାତ୍ରଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି । ଫଳରେ ଘଟଣା ସ୍ଥଳରେ ଛାତ୍ରର ଅବସ୍ଥା ଗୁରୁତର ହୋଇଯିବାରୁ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଛାତ୍ରଜଣଙ୍କର ପରିବାର ଲୋକେ ବରଗଡ ଥାନାରେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *