Pratidin TV

Odisha's Digital News Platform

କଟକ ତେଲେଙ୍ଗାପେଣ୍ଠରେ ବସ୍-ଟ୍ରକ୍ ଦୁର୍ଘଟଣା; ବସ୍ ହେଲପର୍ ଆହତ

1 min read

କଟକ ତେଲେଙ୍ଗାପେଣ୍ଠରେ ବସ୍-ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ୍ ହେଲପର୍ ଆହତ । ଆଜି ଭୋର୍ ୫.୩୦ ସମୟରେ ଫୁଲବାଣୀରୁ କଟକ ଆସୁଥିବା ଏକ ବସ୍ ତେଲେଙ୍ଗାପେଣ୍ଠ ନିକଟରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଭାଙ୍ଗି ଥିବା ବେଳେ ହେଲପର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ବସର କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ବସରୁ ଉଦ୍ଧାର କରାଯାଇଛି । କଟକ ସଦର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଥାନାରେ ଅଟକ ରଖିଛି ।

Advertisement

Leave a Reply

Your email address will not be published. Required fields are marked *