Pratidin TV

Odisha's Digital News Platform

କମିଲା ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକିଂ ସମୟ , ଜାଣନ୍ତୁ କେତେଦିନ ଆଗରୁ କରିବେ ….

1 min read

ଯାତ୍ରୀଙ୍କ ପାଇଁ ବଡ ଖବର । କମିଲା ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକିଂ ସମୟ । ଆଗରୁ ୪ ମାସ ପୂର୍ବରୁ ବୁକିଂ କରି ହେଉଥିବା ବେଳେ ଏଣିକି ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ। ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ସୂଚନା ମିଳିଛି।


ତେବେ ଏହି ନୂଆ ନିୟମ ୧ ନଭେମ୍ବର ୨୦୨୪ ରୁ ଲାଗୁ ହେବ ବୋଲି ଭାରତୀୟ ରେଲୱେ କହିଛି। ଚିଠିରେ ଲେଖାଅଛି, “୦୧.୧୧.୨୦୨୪ ରୁ, ଏଆରପି ୬୦ ଦିନ ହେବ (ଯାତ୍ରା ଦିନକୁ ବାଦ ଦେଇ) ଏବଂ ସେହି ଅନୁଯାୟୀ ବୁକିଂ କରାଯିବ। ୬୦ ଦିନର ଏଆରପି ବାହାରେ କରାଯାଇଥିବା ବୁକିଂ ବାତିଲକୁ ଅନୁମତି ଦିଆଯିବ।

Advertisement

Leave a Reply

Your email address will not be published. Required fields are marked *