Pratidin TV

Odisha's Digital News Platform

ପ୍ରକାଶ ପାଇଲା OAS ୨୦୨୨ ରେଜଲ୍ଟ , ପ୍ରଥମ ସ୍ଥାନରେ ଶ୍ୱେତାଶ୍ରୀ ମହାପାତ୍ର

1 min read
oas result announce

oas result announce

ପ୍ରକାଶ ପାଇଲା OAS ୨୦୨୨ ରେଜଲ୍ଟ । ପ୍ରଥମ ସ୍ଥାନରେ ରହି ଗୌରବ ସାଉଁଟିଲେ ଶ୍ୱେତାଶ୍ରୀ ମହାପାତ୍ର । ୨୦୨୨ OAS ପରୀକ୍ଷାରେ ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି।

ତେବେ ପ୍ରଥମ ସ୍ଥାନରେ ଶ୍ୱେତାଶ୍ରୀ ମହାପାତ୍ର ଥିବା ବେଳେ ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *