Pratidin TV

Odisha's Digital News Platform

ରାଜଧାନୀ ଭୁବନେଶ୍ୱର ବିୟୁଟି ସାଲନ୍ ଓ ସ୍ପା ରେ ସେକ୍ସ ରାକେଟ୍ ଠାବ ।

1 min read

ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଦିନ ଦ୍ୱିପହରରେ ଚାଲିଛି ସେକ୍ସ ରାକେଟ୍ । ବିୟୁଟି ସାଲନ୍ ଆଣ୍ଡ ସ୍ପା ନାଁରେ ଝିଅ ଧନ୍ଦା କରୁଥିବା ଦମ୍ପତ୍ତିଙ୍କୁ ବାନ୍ଧିଛି ପୋଲିସ । ସୂଚନା ଅନୁଯାୟୀ ଭୁବନେଶ୍ୱର ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସ ପୂର୍ବ ସୂଚନା ପାଇ ଆଜି ରେଡ୍ ପକ।ଇଥିବା ବେଳେ ସମୃକ୍ତ ଘଟଣା ସାମ୍ନାକୁ ଆସିଥିଲା ।

ତେବେ ରବି ଟକିଜ୍ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ଆଜି ଆକ୍ସନ ନେଇ ହଠାତ୍ ରେଡ୍ କରିବା ସମୟରେ ସେକ୍ସ ରାକେଟ୍ ଠାବ କରିଥିଲା । ଏଥିସହିତ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *