Pratidin TV

Odisha's Digital News Platform

ବାତ୍ୟା ସମୟରେ ଆଳୁ ଓ ପିଆଜ ଦର ବଢାଇଲେ ଦଣ୍ଡ ପାଇବେ ଦୋକାନୀ –ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

1 min read

ବାତ୍ୟାକୁ ନେଇ ଜନସାଧାରଣଙ୍କୁ ଆଶ୍ୱସ୍ତ କରାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ପାଇଁ ଅଧିକ ବ୍ୟସ୍ତ ନହୋଇ ଯୋତିକି ଆବଶ୍ୟକ ସେତିକି ଜିନିଷ କିଣନ୍ତୁ । ଆବଶ୍ୟକତା ଠାରୁ ଅଧିକ ଜିନିଷ କିଣି ଘରେ ରଖନ୍ତୁ ନାହିଁ । ତା ଛଡା ଯଦି କେହି ବେପାରୀ ବା ଦୋକାନୀ ବା ମଣ୍ଡି ଚଢା ଦରରେ ଆଳୁ ପିଆଜ ଏବଂ ଅତ୍ୟାବଶ୍ୟକ ଜିନିଷ ବିକିବେ ସରକାର ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ ଆଉ ଦଣ୍ଡ ଦେବ ।

Advertisement

Leave a Reply

Your email address will not be published. Required fields are marked *