ପିଲାଟି ଦିନରୁ ବାପାଙ୍କୁ ଛିଡା ହେବାର ଦେଖିନଥିଲେ ମୋନାଲିସା , ସଂଘର୍ଷ ଭିତରେ ବନିଲେ OAS ।
1 min read୪୪୦ ର।ଙ୍କ୍ ରଖି OAS କ୍ରାକ୍ କରିଥିବା ମୋନାଲିସାଙ୍କ ସଂଘର୍ଷ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ । ପିଲାଟି ଦିନରୁ ବାପାଙ୍କ ହାତ ଛାଡି ମାଙ୍କ ସହ ସଂଘର୍ଷ କରିଥିଲେ । ଆଉ ଆଜି ତାର ଫଳାଫଳ ମିଳିଛି । ପିଲାଟି ଦିନରୁ ରୋଗରେ ବାପା ସଜ୍ୟାସାୟୀ ତଥାପି ଏଭଳି ପରିସ୍ଥିତିରେ ହାର ନମାନି ଝିଅ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱରର ମୋନାଲିସା ସାହୁ ।