Pratidin TV

Odisha's Digital News Platform

କଟକବାସୀ ରେଡି , ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ ମେୟର ସୁବାଷ ସିଂ ।

1 min read

କଟକ : କଟକ ର ବିଭିନ୍ନ ଅଞ୍ଚଳ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ ମେୟର ସୁବାଷ ସିଂ । ତେବେ ବାତ୍ୟା ଦାନା କୁ ନେଇ ସାଧାରଣ ଜନତା ଭୟଭୀତ ଥିବାବେଳେ କଟକ ମହାନଗର ନିଗମ ବାତ୍ୟା ର ମୁକାବିଲା ସହ ଜିରୋ କାଜ୍ୟୁଆଲିଟି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ସି ଏମ୍ ସି । ୫୦୦ ରୁ ଉର୍ଦ୍ଧ୍ବ ଅଫିସର୍ ଓ କର୍ମଚାରୀ ନିୟୋଜିତ ବୋଲି କହିଛନ୍ତି ମେୟର ସୁବାଷ ସିଂ।

ସେହିଭଳି କଟକର ମୁଖ୍ୟ ସମସ୍ୟା ଜଳବନ୍ଦୀ ହୋଇଥିବା ବେଳେ ଜଳ ନିଷ୍କାସନ ପାଇଁ ସି ଏମ୍ ସି ପକ୍ଷରୁ ୨୮୩ଟି ମଟର୍ ପମ୍ପ୍ ର ବ୍ୟବସ୍ଥା କରାଯାଇଛି । କିଭଳି ଅଧଘଣ୍ଟା ଭିତରେ ଜଳ ସମସ୍ୟା ଦୂର ହୋଇପାରିବ । କେବଳ ସେତିକି ନୁହେଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲିବା ବେଳେ ମେୟର ଏବଂ ଡେପୁଟି କମିଶନର ବସ୍ତି ବାସିନ୍ଦାଙ୍କ ସହ ମିଶି ରନ୍ଧା ଖାଦ୍ୟ ଖାଇବାର ନଜର ଆସିଥିଲା ।

Advertisement

Leave a Reply

Your email address will not be published. Required fields are marked *