Pratidin TV

Odisha's Digital News Platform

ଦିୱାଲିରେ ଆସୁଛନ୍ତି ମଞ୍ଜୁଲିକା ରୁହୁ ବାବାଙ୍କ ସହ କରିବେ ଲଢେଇ

1 min read

BHOOL BHOOLEYA 3 FILM RELEASE ON DIWALI

ଆରମ୍ଭ ହୋଇଛି କାଉଣ୍ଟିଂ | କିଛି ଦିନ ମଧ୍ୟରେ କାର୍ତ୍ତିକ ଆର୍ଯ୍ୟଙ୍କୁ ବଡ ପରଦାରେ ରୁହୁ ବାବା ରୂପେ ଦେଖିବାକୁ ମିଳିବ | ତାଙ୍କ ବିପକ୍ଷରେ ତୃପ୍ତି ଡିମ୍ରିଙ୍କୁ ଦେଖିବାକୁ ମିଳିବ। ବିଦ୍ୟା ବାଲନ ମଞ୍ଜୁଲିକା ଭୂମିକାରେ ନଜର ଆସିବେ। ହରର କମେଡି ସହ ଦୀପାବଳୀରେ ଧମାକା କରିବାକୁ କମବ୍ୟାକ କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ | ଭୁଲ୍ଭୁଲେୟା ୩ ର ରୁହୁ ବାବା ସହ ଧମାକା କରିବାକୁ ପୁଣି ଥରେ ଆସୁଛନ୍ତି ମଞ୍ଜୁଲିକା ତେବେ ଏହି ଫିଲ୍ମ ସହ ବିଦ୍ୟା ବାଲନ ମଞ୍ଜୁଲିକା ହୋଇ କମବ୍ୟାକ କରୁଛନ୍ତି | ଯାହା ଦୀପାବଳିରେ ଦର୍ଶକଙ୍କ ମନ କିଣିବ |

ତେବେ ନିକଟରେ ଏହି ଭୁଲ୍ଭୁଲେୟା ୩ର ତିଜାର ରିଲିଜ ହୋଇ ସାରିଥିବା ବେଳେ ଏହାର ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ | ଯାହା ଦୀପାବଳୀରେ ସିଂଘମ ଏଗେନ ସହ ଟକ୍କର ଦେବ | ତେବେ ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ ତୃପ୍ତି ଡ଼ିମିରି, ବିଦ୍ୟା ବାଲନଙ୍କୁ ଦେଖିବାକୁ ପାଇବେ ଦର୍ଶକ | ଏଅ ସହ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ କେତେବେଳେ କପିଲ ଶର୍ମା ଶୋ ତ କେତେବେଳେ ସ୍ପଟି ଫଏରେ ଫିଲ୍ମ ପ୍ରମୋସନ କରିବାର ଦେଖିବାକୁ ମିଳିଛି |

Advertisement

Leave a Reply

Your email address will not be published. Required fields are marked *