Pratidin TV

Odisha's Digital News Platform

ବାତ୍ୟା ପାଇଁ ରାଜ୍ୟବାସୀଙ୍କୁ ୧୦୦ ଟଙ୍କାରେ ୩ କିଲୋ ଆଳୁ ଯୋଗାଇ ଦେଲେ ଯୋଗାଣ ଅଧିକାରୀ …

1 min read

କେନ୍ଦ୍ରାପଡା ; ଜିଲ୍ଲା ଯୋଗାଣ ଅଧିକାରୀ ସେୟାର କଲେ ବଡ ସୂଚନା । ୧୦୦ ଟଙ୍କାରେ ସାଧାରଣ ଲୋକଙ୍କୁ ୩ କିଲୋ ଆଳୁ ଯୋଗାଉଛନ୍ତି ଯୋଗାଣ ଅଧିକାରୀ । ଚାରିଆଡେ ବାତ୍ୟାକୁ ନେଇ କଳାଜାରି ଚାଲିଥିବା ବେଳେ ସରକାର ଏଭଳି ବଡ ଆକ୍ସନ ନେଇଛି । କେନ୍ଦ୍ରାପଡା ,ଭଦ୍ରକ ଇତ୍ୟାଦି ସ୍ଥାନରେ ଦାନାର ପ୍ରଭାବ ଅଧିକ ପଡିବା ହେତୁ ,ଆଗୁଆ ସୁବିଧା ଯୋଗାଇ ଦେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଯୋଗାଣ ଅଧିକାରୀ ।

Advertisement

Leave a Reply

Your email address will not be published. Required fields are marked *