Pratidin TV

Odisha's Digital News Platform

ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ସେବା ଠପ୍ , ଆଜି ସନ୍ଧ୍ୟା ୫ ଟାରୁ …

1 min read

ଭୁବନେଶ୍ୱର ; ବାତ୍ୟା ପାଇଁ ବନ୍ଦ ହେଲା ଭୁବନେଶ୍ୱରରେ ବିମାନ ବନ୍ଦରରେ ବିମାନ ସେବା । ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ ଟାଯାଏଁ ବନ୍ଦ ରହିବ ବିମାନ ଚଳାଚଳ । ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚାନ ଦେଇଛନ୍‌ତି । ଏଥିରେ ୪୦ ବିମାନର ସେବା ପ୍ରଭାବିତ ହେବ ।

ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ ।

Advertisement

Leave a Reply

Your email address will not be published. Required fields are marked *