Pratidin TV

Odisha's Digital News Platform

ବାତ୍ୟା ପ୍ରଭାବ ; ରାଜ୍ୟର କେଉଁ ଜିଲ୍ଲାରେ କେତେ ବର୍ଷା ?

1 min read

ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତିରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେଇଛି ।

-ପୁରୀ ଜିଲ୍ଲାରେ ସର୍ବାଧିକ ୨୮୩

Advertisement

-ଚାନ୍ଦବାଲିରେ ୧୫୮.୬ ମିମି ବର୍ଷା ରେକର୍ଡ
-ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ
-ବାସୁଦେବପୁର ଓ ମାର୍ଶାଘାଇରେ ୧୧୦ ମିମି
-ଔପଦାରେ ୧୦୯, ରାଜନଗର ୧୦୦ ମିମି
-ମହାକାଳପଡ଼ାରେ ୯୦ ଓ ଆଳିରେ ୮୦ ମିମି
-ପାରାଦୀପରେ ୭୬.୪ ମିମି ବର୍ଷା ରେକର୍ଡ
-ଡେରାବିଶରେ ୭୨ ଓ ଭଦ୍ରକରେ ୭୦ ମିମି
-ବାଲେଶ୍ବରରେ ୬୮.୮, ଭୁବନେଶ୍ବରରେ ୨୦ମିମି

Leave a Reply

Your email address will not be published. Required fields are marked *