Pratidin TV

Odisha's Digital News Platform

ଏମିତି ଖାଆନ୍ତୁ କିସମସ୍ , ପେଟ ସଫା ସହ ଶରୀରକୁ ଯୋଗାଇବ ରକ୍ତ …

1 min read

କିସମିସ୍ ଖାଉଥିଲେ ଜାଣିନିଅନ୍ତୁ ତା ସଠିକ୍ ଉପାୟ । ଯଦି ଆପଣଙ୍କୁ ଦୁର୍ବଳ ଲାଗୁଛି ତେବେ ଆପଣ କିସମିସ୍‌କୁ ସଠିକ୍ ଉପାୟରେ ଖାଇଲେ ଏହା ଆପଣଙ୍କୁ ରକ୍ତ ଯୋଗାଇବା ସହ ଆପଣଙ୍କ ପେଟ ସଫା କାର୍ଯ୍ୟ କରିବ । କିସମିସ୍‌ରେ ଭରପୁର ମାତ୍ରାରେ ଭିଟାମିନ୍ସ , ଖଣିଜ , ଏଣ୍ଟିଅକ୍ସିଡେଣ୍ଟ , ଫାଇଟୋନ୍ୟୁଟ୍ରିଏଣ୍ଟସ୍ , ପଲିଫିନୋଲ ଆଉ ଅନେକ ଫଅଇବର ପୋଷକ ତତ୍ୱ ଥାଏ ।

ପ୍ରତ୍ୟକ ଦିନ ସକାଳୁ ପାଣିରେ ଭିଜା ହୋଇଥିବା କିସମିସ୍ ଛାଣି ଖାଇବାଦ୍ୱାରା କୋଷ୍ଠକାଣ୍ଟିନ୍ୟ ସମସ୍ୟାକୁ ଦୂର କରିଥାଏ । ତାଛଡା ଯଦି ଆପଣଙ୍କ ଶରୀରରେ ରକ୍ତ ହୀନତା ଦେଖାଦେଉଛି ତେବେ ସକାଳୁ ପାଣିରେ ଭିଜା ହୋଇଥିବା କିସମିସ୍ ଖାଇଆନ୍ତୁ ।

Advertisement

କିସମିସ୍ ଶରୀରରେ ଅକ୍ସିଜେନ୍ ହୀନତାକୁ ଦୂର କରିଥାଏ । ତା ସହ ଏଥିରେ ଥିବା ଏଣ୍ଟିଅକ୍ସିଡେଣ୍ଟ ଶରୀରକୁ ଦୁଃଶ୍ଚିନ୍ତାରୁ ଦୂରେଇ ରଖେ ।

ହୃଦରୋଗୀମାନଙ୍କ ପାଇଁ ଏହା ଭଲ କାମ କରିଥାଏ ।

ଯଦି ଆପଣ ହଜମ୍ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରୁଛନ୍ତି । ତେବେ ଆପଣ କିସମିସ୍ ସେବନ କରୁଛନ୍ତି । ଏହା ଆପଣଙ୍କ ହଜମ୍ ଶକ୍ତି ବଢାଇବ ।

କିସମିସ୍ ଦାନ୍ତ ଆଉ ମାଢିକୁ ଦୃଢ ବା ଶକ୍ତ ବନାଇଥାଏ ।

ଯଦି ଆପଣଙ୍କୁ ହାଡରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଆପଣମାନେ କିସମିସ୍ କୁ ନିଜ ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ।

Leave a Reply

Your email address will not be published. Required fields are marked *