Pratidin TV

Odisha's Digital News Platform

ବାଣଫୁଟାରୁ ମହାଭାରତ ; ୨ ଗିରଫ୍ , ୮ ଫେରାର୍ ..

1 min read

ସାମାନ୍ୟ ବାଣ ଫୁଟରୁ ରାଜଧାନୀରେ ମହାଭାରତ । ୱିନର କ୍ଲବ ଉପରେ ବୋମା ମାଡ଼ ଘଟଣା ମୁଖ୍ୟ ଅଭିଯୁକ୍ତ କୁ ଗିରଫ କଲା ସହୀଦ ନଗର ପୋଲିସ । ଦୀପାବଳି ରେ ବାଣ ଫୁଟା କୁ କେନ୍ଦ୍ର କରି ୱିନର କ୍ଲବ ଓ ଅନ୍ୟ ଗୋଷ୍ଟି ଙ୍କ ଭିତରେ ବଚସା ହେଇଥିଲେ ।

ରାତିରେ ୧୦ ଜଣ ଯୁବକ ଆସି ୱିନର କ୍ଲବ ଉପରକୁ ବୋମା ମାଡ କରିବା ସହ ଗାଡ଼ି ଭାଙ୍ଗି ଦେଇଥିଲେ । ଉଉଞଠ ଆଧାର ରେ ସହୀଦନଗର ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ବିଶ୍ବରଂଜନ ବିଶ୍ବାଳ ଓ ପ୍ରଦ୍ୟୁମ୍ନ କୁମର ମିଶ୍ର କୁ ଗିରଫ କରିଛି । ଅନ୍ୟ ୮ ଜଣ ଫେରାର ଅଛନ୍ତି। ଶେଷରେ ତଦନ୍ତରୁ ଜଣାପଡ଼ିଥିବା। ବୋମା ନୁହେଁ ବରଙ୍ଗ ଦୀପାବଳି ରେ ଆଣିଥିବା ବାଣ ଫିଙ୍ଗିଥିଲେ।

Advertisement

Leave a Reply

Your email address will not be published. Required fields are marked *