Pratidin TV

Odisha's Digital News Platform

୧୮ କ୍ୟାରେଟ ସୁନାରେ ତିଆରି ଶାହରୁଖ ଖାନଙ୍କ ଘଣ୍ଟା, ମୂଲ୍ୟ କୋଟିରୁ ବି ଉର୍ଦ୍ଧ୍ବ

1 min read

ଭାରତର ସିନେ ଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ “କିଙ୍ଗ୍ ଖାନ”, “ଏସ.ଆର.କେ”, “କିଙ୍ଗ ଅଫ୍ ବଲିଉଡ଼” ତଥା “ବଲିଉଡ଼ ବାଦଶାହ” ଭାବରେ ସେ ଜଣାଶୁଣା । ଶାହରୁଖ ଖାନଙ୍କର ଅନେକ ଫ୍ୟାନ୍ସ ଅଛନ୍ତି \ ବିଶ୍ୱର କୋଣ ଅନୁକୋଣରେ ଶାହରୁଖ ଖାନଙ୍କୁ ଫଲୋ କରନ୍ତି | ବୟସ ଯେତେ ବୃଦ୍ଧି ହେଲେ ମଧ୍ୟ ଶାହରୁଖଙ୍କ ଷ୍ଟାଇଲ କେବେ ଫିକା ପଡ଼ିନାହିଁ | ତାଙ୍କ ଷ୍ଟାଇଲକୁ ବହୁତ ଫ୍ୟାନ୍ସ ଫଲୋ କରୁଛନ୍ତି |

ଶାହରୁଖଙ୍କ ଷ୍ଟାଇଲକୁ ଦେଖିବାକୁ ଗଲେ, ସମସ୍ତେ ଜାଣିଥିବେ ଶହୁରୁଖଙ୍କୁ ଘଣ୍ଟା ବହୁତ ପସନ୍ଦ | ସେ ସଦାବେଳେ ଭିନ୍ନ ଭିନ୍ନ ପ୍ରକାର ହାତ ଘଣ୍ଟା ପିନ୍ଧିଥାନ୍ତି | ତେବେ କେବେ ଜାଣିଛନ୍ତି କି ସେ ଘଣ୍ଟାର ମୂଲ୍ୟ କେତେ ?

Advertisement

ଶାହରୁଖ ଖାନଙ୍କ ଏକ ପୋଷ୍ଟରେ ସେ ଏକ ଘଣ୍ଟା ପିନ୍ଧିଥିବାର ନଜର ଆସିଥିଲେ | ତେବେ ସେ ଘଣ୍ଟାର ମୂଲ୍ୟ ଜାଣିଲେ ହେବ ଆଶ୍ଚର୍ଯ୍ୟ | ସେ ଘଣ୍ଟା ହେଉଛି, Audemars Piguetର ଘଣ୍ଟା | ସେହି ଘଂଟାରେ କେବଳ ୧୮ କ୍ୟାରେଟର ରୋଜ ଗୋଲ୍ଡରେ ତିଆରି ହୋଇଛି | ତେବେ ସୁନାରେ ତିଆରି ଘଣ୍ଟାର ମୂଲ୍ୟ ହେଉଛି ୭ ଲକ୍ଷ ଡଲାର | ଭାରତୀୟ କରେନ୍ସି ହିସାବରେ ପ୍ରାୟ ୫.୯0 କୋଟି ଟଙ୍କା | ଏହି ଘଣ୍ଟାରୀ ସମୟ କଣ୍ଟା ସହ ଦିନ, ମାସ ଓ ତାରିଖର ମଧ୍ୟ କଣ୍ଟା ରହିଛି |

Leave a Reply

Your email address will not be published. Required fields are marked *