Pratidin TV

Odisha's Digital News Platform

କାହିଁକି ଛାଡ଼ପତ୍ର ଘୋଷଣା କରିବା ପରେ ଟ୍ରୋଲ୍ ହେଲେ ରହମାନ?

1 min read

ମ୍ୟୁଜିକ୍ ମାଇଷ୍ଟ୍ରୋ ଏ ଆର୍ ରେହମାନଙ୍କ ପତ୍ନୀ ସାଇରା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି ।ଏଆର୍ ରହମାନ ଏବଂ ସାଇରା ବାନୁଙ୍କ ଅଲଗା ହେବାର ଖବର ଜାଣିବା ପରେ ପ୍ରଶଂସକମାନେ ଖୁବ୍ ଦୁଃଖି ହୋଇ ପଡିଛନ୍ତି । ଛାଡପତ୍ର ଘୋଷଣା ପରେ ଏଆର୍ ରହମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

Advertisement

ଏହି ପୋଷ୍ଟରେ ସେ ବ୍ୟବହାର କରିଥିବା ହ୍ୟାସଟ୍ୟାଗ ପାଇଁ ତାଙ୍କୁ ବର୍ତ୍ତମାନ ଟ୍ରୋଲର ଶିକାର ହେବାକୁ ପଡିଛି ।ଏଆର୍ ରହମାନ ତାଙ୍କ ପୋଷ୍ଟରେ #arrsairabreakup ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି । ଏହାକୁ ନେଇ କିଛି ଲୋକେ ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ସମାଲୋଚନା କରିଛନ୍ତି । ଅନେକ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ସେ କାହିଁକି # ବ୍ୟବହାର କରିଛନ୍ତି । ସେହିପରି କିଛି ଲୋକ ତାଙ୍କୁ ସମବେଦନା ଜଣାଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି ।

Leave a Reply

Your email address will not be published. Required fields are marked *