Pratidin TV

Odisha's Digital News Platform

ବୌଦ୍ଧ ମହାନଦୀ ରୁ ମିଳିଲା ୪୦ କେଜିଆ ବୁଦ ମାଛ, ଦେଖିବା ପାଇଁ ଲୋକଙ୍କ ଭିଡ଼ ।

ବୌଦ୍ଧ ; ଧୀବର ଙ୍କ ଜାଲ ରେ ପଡିଲା ୪୦କେଜି ର ବୁଦ ମାଛ । ବୌଦ୍ଧ ମହାନଦୀ ରେ ମାଛ ଧରୁ ଥିବା ବେଳେ ଧିବର ଜାଲ ରେ ପଡ଼ିଲା ୪୦ କେଜି ର ବୁଦ ମାଛ ଯାହାକି ବିରଳ ପ୍ରଜାତି ର ଏହି ମାଛ ସାତକୋଶିଆ ରୁ ଆସିଥିବା ନେଇ ଅନୁମାନ କରାଯାଉଛି। ପ୍ରତି ବର୍ଷ ମହାନଦୀ ରେ ଏହି ଭଳି ବିରଳ ପ୍ରଜାତି ର ମାଛ ଦେଖିବା କୁ ମିଳିଥାଏ।

ପ୍ରତି ବର୍ଷ ବର୍ଷା ହେଲେ ଗୁଳି ପାଣି ଉପର ମୁଣ୍ଡ ରୁ ଆସିଲେ ସାତ କୋଷିଆ ଗଣ୍ଡ ରୁ ଉପରକୁ ଉଠି ଆସିଥାନ୍ତି ଏହି ମାଛ। ଆଜି ମାଛକୁ ଦେଖିବା କୁ ଲୋକ ଙ୍କ ଭିଡ ଜମିଥିଲା ।

Leave a Reply

Your email address will not be published. Required fields are marked *