Pratidin TV

Odisha's Digital News Platform

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଲିକୋଟ୍‌ରେ ଫୁଟିଲା ବୋମା ..

ଗଞ୍ଜାମ୍ ; ପୂର୍ବ ଶତ୍ରୁତାରୁ ବୋମା ମାଡ । ଖବର ଅନୁଯାୟୀ ଖଲ୍ଲିକୋଟ ଥାନା ହରିପୁର ଗ୍ରାମ ରେ ବୋମା ମାଡ ହୋଇଛି । ଏଥିରେ ଜଣେ ଗୁରୁତର ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଆହତ ବ୍ୟକ୍ତି ହେଲେ ନିରଞ୍ଜନ ଦାସ ଓ ଶ୍ରୀନିବାସ ଦାସ । ଏହି ଅଘଟଣା ପରେ ଆହତ ମାନଙ୍କୁ ତୁରନ୍ତ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *