Pratidin TV

Odisha's Digital News Platform

ଭୁବନେଶ୍ୱରରେ ଚାଞ୍ଚଲ୍ୟ , ମେଡିକାଲ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ରୀ ।

1 min read

ପୁଣି ରାଜଧାନୀରେ ଛାତ୍ରୀ ମୃତ୍ୟୁ । ଜୀବନ ହାରିଲେ ଆଉ ଜଣେ ଛାତ୍ରୀ । ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ୱର ପଟିଆ ସ୍ଥିତ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଛାତ୍ରୀ ଜଣଙ୍କ ଯୁକ୍ତ ୨ ବିଜ୍ଞାନ ବିଭାଗର ବୋଲି ଜଣାପଡିଛି ।

ଖବର ପାଇ ଚନ୍ଦ୍ର ଶେଖର ପୁର ପୋଲିସ ମୃତଦେହ କୁ ଜବଦ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି । ଅନ୍ୟପଟେ ପଠା ପଢ଼ିବା ପାଇଁ ଅତ୍ୟଧିକ ଚାପ ପାଇଁ ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *