Pratidin TV

Odisha's Digital News Platform

ମହାନଦୀର ଚଉମୁହାଣିରୁ ଧରା ହେଲା ୩ କ୍ବିଣ୍ଟାଲ ୯୦ କେଜିର ଏକ ବିରାଟ ସାଙ୍କୁଚ ମାଛ

ମହାନଦୀରୁ ଧରାହେଲା ବିରାଟ ସାଙ୍କୁଚ | ଚଉମୁହାଲିରୁ ଧରାହେଲା ୩ କ୍ୱିଣ୍ଟାଲ ୯0 କେଜିର ଏକ ବିରାଟ ସାଙ୍କୁଚ ମାଛ | ପାରାଦୀପରେ ଏତେ ବଡ ମାଛ ଧରାପଡ଼ିବା ପ୍ରଥମ ଥର |

ଏହି ପ୍ରଜାତିର ମାଛ ଗଭୀର ସମୁଦ୍ରରେ ଦେଖିବାକୁ ମିଳିଥାଏ | ତେବେ ମାଛଟି ମହାନଦୀ ମୁହଁ ଦେଇ ଆସୁଥିବା ସମୟରେ ସ୍ଥାନୀୟ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଗତକାଲି ସନ୍ଧ୍ୟା ସମୟରେ ପଡିଥିଲା | ତେବେ ଯାହାକୁ ଦେଖି ମତ୍ସ୍ୟଜୀବୀ ଭୟଭୀତ ହୋଇପଡିଥିଲେ |

ପାରାଦୀପର ଜଣେ ମାଛ ବ୍ୟବସାୟୀ ଏହାକୁ ୬୮ ହଜାର ଟଙ୍କାରେ ନିଲାମ ଧରିଛନ୍ତି। ଓଡ଼ିଶାରେ ଏହି ମାଛର ଚାହିଦା ନଥିବାରୁ ଏହାକୁ ଦୀଘା ମାର୍କେଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *