Pratidin TV

Odisha's Digital News Platform

କୋଳରେ ନବଜାତ ଶିଶୁକୁ ଧରି ନ୍ୟାୟ ପାଇଁ ଧାରଣା ଦେଇଛି ମା ।

ପୁଣି ପ୍ରେମ, ସର୍ମ୍ପକ ଆଉ ଧୋକା । ନିଜ ମନ ଭରିଗଲା ପରେ ନିଚ୍ଚ ଜାତିର ଝିଅକୁ ଛାଡିଦେଲା ବ୍ରାହ୍ମଣ ଘର ପୁଅ ଚିଣ୍ଟୁ । ଏମିତି ଏକ ଘଟଣା ଭୁବନେଶ୍ୱରରୁ ସାମ୍ନାକୁ ଆସିଛି । ପୁଣି ସ୍ୱାମୀ ଘର ସାମ୍ନାରେ ଧାରଣା ଦେଲା ସ୍ତ୍ରୀ । କୋଳରେ ନବଜାତକୁୁ ଧରି ନ୍ୟାୟ ମାଗୁଛି ଜଣେ ସ୍ତ୍ରୀ ଆଉ ମା ।

Leave a Reply

Your email address will not be published. Required fields are marked *