Pratidin TV

Odisha's Digital News Platform

ମାଁ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଡିଆଳ : ଆଜି ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଦେଶର କୋଣ ଅନୁକୋଣରେ ଖୁସିର ଲହରୀ ଦେଖାଦେଇଥିବାବେଳେ । ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଡିଆଳ ଅଞ୍ଚଳରେ । କଡିଆଳର ବାଦି ଗାରେ ଘରଠାରୁ କିଛି ଦୂରରେ ଏକ ଗଛରୁ ମାଁ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି ।

ଏଭଳି ଏକ ଦୁଖଦ ଘଟଣାରେ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଖଡିଆଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ତେବେ ଉଭୟ ମା ଏବଂ ପୁଅ ଏପରି କାହିଁକି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *