Pratidin TV

Odisha's Digital News Platform

କିିଟ୍ ଛକରେ ଭୟଙ୍କର ଅଗ୍ନିକାଣ୍ଡ , ହୁତୁ ହୁତୁ ହୋଇ ଜଲିଲା କର୍ପୋରେଟ୍ ବିଲ୍ଡିଂ..

1 min read

କିଟ୍ ଛକ ସ୍ଥିତ ଏକ କର୍ପୋରେଟ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଚାଲିଛି ପ୍ରୟାସ । ୪ର୍ଥ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି । କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ସହିତ କେହି ଫସି ରହିଥିଲେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ ।

ତେବେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଏଯାବତ କୋଠା ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି । ସେମାନେ ବାହାରୁ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *