Pratidin TV

Odisha's Digital News Platform

ମୋ ବସ୍‌କୁ ପଛରୁ ପିଟି ଚୂନା କରିଦେଲା ଟ୍ରକ୍ , ୨୦ ଯାତ୍ରୀ ଗୁରୁତର ଆହତ ….

ଆଜି ଭୁବନେଶ୍ୱର କଟକ ମଝି ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ମୋ ବସ୍‌କୁ ଧକ୍କା ଦେଇଛି । କଟକ ପ୍ରତାପନଗରୀ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଯାହା ଫଳରେ ବସ୍‌ରେ ଥିବା ପ୍ରାୟ ୨୦ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରାସ୍ତା ଜାମ୍, ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି ।

Leave a Reply

Your email address will not be published. Required fields are marked *