Pratidin TV

Odisha's Digital News Platform

ଚିନ୍ତାରେ ଆମୀର : ହସ୍ପିଟାଲରେ ଭର୍ତ୍ତି ହେଲେ ମାଁ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଆମୀର ଏବେ ଚିନ୍ତାରେ । ମାଁ ଜୀନତ ହୁସେନଙ୍କୁ ନେଇ ବଡିଯାଇଛି ଆମୀରଙ୍କ ଚିନ୍ତା । ମାଁ ଜୀନତ ହୁସେନ ନିଜ ପଞ୍ଚଗନୀସ୍ଥିତ ଘରେ ଥିବା ବେଳେ ଦୀପାବଳି ପାଳନ ପାଇଁ ଆମୀର ଖାନ ମଧ୍ୟ ନିଜ ମା’ଙ୍କ ନିକଟକୁ ଯାଇଥିଲେ ।

ତାଙ୍କ ଜନ୍ମଦିନ ଅବସରରେ ସମସ୍ତେ କରିଥିବା ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ଜୀନତ ହୁସେନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।
ଏବେ ମାଙ୍କ ହୃତ୍‌ଘାତ କଥା ଜଣପଡିବା ପରେ ଚିନ୍ତାରେ ପଡିଯଅଇଛନ୍ତି ଆମୀର ।

Advertisement

Leave a Reply

Your email address will not be published. Required fields are marked *